28.1 C
Bhubaneswar
Tuesday, July 22, 2025
Homeଦେଶ ବିଦେଶଦିନ ୧୧ଟା ସୁଦ୍ଧା ଦେଶରେ ୨୫.୭୬ ପ୍ରତିଶତ ଭୋଟ

ଦିନ ୧୧ଟା ସୁଦ୍ଧା ଦେଶରେ ୨୫.୭୬ ପ୍ରତିଶତ ଭୋଟ

ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଭୋଟରମାନେଶାନ୍ତି ଶୃଙ୍ଖଳା ସହିତ ଲମ୍ବା ଲାଇନରେ ଛିଡା ହୋଇ ମତଦାନ କରୁଛନ୍ତି। ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ ୨୫.୭୬ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ୩୬.୮୮ ପ୍ରତିଶତ ମତଦାନ ହୋଇଥିବାବେଳେ ହରିୟାଣାରେ ୨୨.୦୯ ପ୍ରତିଶତ ମତଦାନ ହୋଇଛି। ସେହିପରି ଦିଲ୍ଲୀରେ ୨୧.୬୯ ପ୍ରତିଶତ, ଝାଡଖଣ୍ଡରେ ୨୭.୮୦ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୨୩.୧୧ ପ୍ରତିଶତ ଉତ୍ତରପ୍ରଦେଶରେ ୨୭.୦୬ ପ୍ରତିଶତ ଏବଂ ବିହାରରେ ୨୩.୬୭ ପ୍ରତିଶତ ମତଦାନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking