ଭୁବନେଶ୍ୱର : ରାଜ୍ୟ ସରକାର ୨୧, ୧୭୭ କୋଟି ଋଣ ଆଣିଛନ୍ତି । ଗତ ୮ ମାସ ଭିତରେ ୨୧, ୧୭୭ କୋଟି ଋଣ ଆଣିଛନ୍ତି । କେନ୍ଦ୍ରଠାରୁ ୭୧୪୯. ୫୬ କୋଟି ଋଣ ଆଣିଛନ୍ତି । ଖୋଲା ବଜାର ଋଣ ୯,୦୦୦ କୋଟି, କ୍ୟାମ୍ପରୁ ୨୩୭୭୦ କୋଟି ଋଣ ଆଣିଛନ୍ତି ।