ପୁରୀ : ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭିଡକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ସରକାର । ଭିନ୍ନକ୍ଷମ ଓ ବୟସ୍କ ଭକ୍ତମାନଙ୍କ ପାଇଁ ଖୁବଶୀଧ୍ର ପଦକ୍ଷେପ ନିଆଯିବ । ମାର୍କେଟ ଛକ ପଯ୍ୟନ୍ତ ଧାଡି ବ୍ୟବସ୍ଥା କରାଯାଇଛି । ଆହୁରି ମନ୍ତ୍ରୀ କହିଛନ୍ତି ଧାଡିରେ ଥିବା ଭକ୍ତଙ୍କୁ ପାଣି ଯୋଗାଇ ଦିଆଯିବ ା କୁଲର ଓ ପ୍ୟାନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।