30.1 C
Bhubaneswar
Sunday, May 4, 2025
Homeଦେଶ ବିଦେଶଅରୁଣାଚଳ-ଚୀନ ସୀମାରୁ ୨ଯୁବକ ନିଖୋଜ

ଅରୁଣାଚଳ-ଚୀନ ସୀମାରୁ ୨ଯୁବକ ନିଖୋଜ

ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶର ୨ଯୁବକ ଚୀନ ସୀମା ନିକଟରୁ ନିଖୋଜ ହୋଇଯାଇଛନ୍ତି । ବେଟିଲମ ଟିକରୋ ଏବଂ ବାଇଗ୍ସୋ ମନ୍ୟୁ ଚୀନ ସୀମା ନିକଟରୁ ନିଖୋଜ ହୋଇଛନ୍ତି । ଅଞ୍ଜି ଜିଲ୍ଲାର ପୋଲିସ ଅଧିକ୍ଷୀକ ରାଇକ କାମସି କହିଛନ୍ତି ଔଷଧୀୟ ବୃକ୍ଷର ତଲାସିରେ ଯାଇଥିବା ଦୁଇ ଯୁବକ ନିଖୋଜ ହୋଇଯାଇଛନ୍ତି । ଅକ୍ଟୋବର ୯ ତାରିଖରେ ପୋଲିସ ପାଖରେ ପରିବାର ସଦସ୍ୟ ଏନେଇ ମାମଲା ରୁଜୁ କରିଥିଲେ । ଏନେଇ ପୋଲିସ ସେନା ସହ ସମ୍ପର୍କ ସ୍ଥାପନା କରାଯାଇଛି । ଉଭୟ ବର୍ତ୍ତମାନ ଯୁବକଙ୍କ ଖୋଜିବାରେ ଲାଗିଛନ୍ତି । ପରିବାର ସଦସ୍ୟ ସନ୍ଦେହ କରୁଛନ୍ତି ଯେ ଚୀନ ସୈନ୍ୟ ସେମାନଙ୍କୁ ବନ୍ଧକ ରଖିଛନ୍ତି । ଅଗଷ୍ଟ ୧୯ ତାରିଖରେ ଅଞ୍ଜିରୁ ଚଗଲଗାମ ଅଭିମୁଖେ ଯାଇଥିଲେ । ସେମାନେ କିନ୍ତୁ ସେଠାପରେ ପହଞ୍ଚିନଥିଲେ । ଅଗଷ୍ଟ ୨୪ରେ ଉଭୟଙ୍କୁ ଶେଷ ଥର ପାଇଁ ସେଠାରେ ଦେଖିବାକୁ ମିଳିଥିଲା । ଏହା ପରଠାରୁ ତାଙ୍କର କୌଣସି ଖୋଜଖବର ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking