27.1 C
Bhubaneswar
Wednesday, June 26, 2024
Homeଓଡିଶାମାଟି ଅତଡା ଖସି ୨ ମହିଳା ଶ୍ରମିକ ମୃତ

ମାଟି ଅତଡା ଖସି ୨ ମହିଳା ଶ୍ରମିକ ମୃତ

କୋରାପୁଟ : ଟ୍ରକରେ ମାଟି ଲୋଡ୍ ବେଳେ ଅଘଟଣ । ମାଟି ଅତଡା ଖସି ୨ ମହିଳା ଶ୍ରମିକ ମୃତ । ଅନ୍ୟ ଜଣେ ମହିଳା ଚାପି ହୋଇ ରହିଥିବା ସୂଚନା ମିଳିଛି । ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସଦର ଥାନା ମଙ୍ଗଳା ମନ୍ଦିର ଛକରେ ଦୁର୍ଘଟଣା ଘଟିଛି ।

ପାଣିରେ ବୁଡି ଦୁଇ ଶିଶୁ ପୁତ୍ର ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking