29.1 C
Bhubaneswar
Saturday, September 21, 2024
Homeଓଡିଶାଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ

ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ

ଭୁବନେଶ୍ୱର : ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ । ଗିରଫ କଲା କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ କଲା ଗିରଫ। ରାଜଧାନୀର ୫ ଆପାର୍ଟମେଣ୍ଟର ୧୨ ଫ୍ଲାଟ୍ ରୁ ଲୁଟି କରିଛନ୍ତି ଏହି ଗ୍ୟାଙ୍ଗ। ଚନ୍ଦକା, ଇନ୍ଫୋସିଟ , ଭରତପୁର, ମାଞ୍ଚେଶ୍ୱର୍ ଥାନା ଅଂଚଳରେ ଏହି ଗ୍ୟାଙ୍ଗ କରିଛନ୍ତି ଲୁଟ । ଏମଜେ ଉଡ ଚନ୍ଦକା ଥାନା ଅଞ୍ଚଳ ଆପାର୍ଟମେଣ୍ଟ, ଇନ୍ଫୋସିଟ ଥାନା ଅଞ୍ଚଳ ରାଜ ବାଟିକା, ଭରତପୁର ଥାନା ଅଂଚଳରେ ଥିବା ଶ୍ରୀକ୍ଷେତ୍ର ଆପାର୍ତମେଣ୍ଟ ଓ ମଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଏକ ଆପାର୍ଟମେଣ୍ଟର କରିଥିଲେ ଲୁଟ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking