29.1 C
Bhubaneswar
Thursday, April 24, 2025
Homeଓଡିଶାପୋଖରୀରେ ବୁଡି ୨ ଭାଇ ମୃତ

ପୋଖରୀରେ ବୁଡି ୨ ଭାଇ ମୃତ

ନୟାଗଡ: ପୋଖରୀରେ ବୁଡି ୨ ସଂପର୍କୀୟ ଭାଇ ମୃତ ହୋଇଥବା ସୂଚନା । ଇଟାମାଟି ଥାନା ଅଭିମାନପୁର ଗାଁରେ ଏହିଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ରହିଛି । ଗାଧୋଉ ଥିବା ବେଳେ  ପୋଖରୀରେ ବୁଡି ମୃତ ହୋଇଥିବା ସୂଚନା ରହିଛି । ୨ ମୃତକଙ୍କ ବୟସ ୧୧ ଓ ୧୨ ବର୍ଷ ରହିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking