33.1 C
Bhubaneswar
Friday, April 26, 2024
Homeଅପରାଧବାଘ ଛାଲ ରାକେଟର ପର୍ଦ୍ଦାଫାଶ, ୨ ଗିରଫ

ବାଘ ଛାଲ ରାକେଟର ପର୍ଦ୍ଦାଫାଶ, ୨ ଗିରଫ

ଭୁବନେଶ୍ୱର : ସୋମବାର ଏକ ବାଘ ଛାଲ ରାକେଟର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ପର୍ଦ୍ଦାଫାଶ କରିଥିବା ଜଣାପଡ଼ିଛି। ନାୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳରୁ ସମ୍ପୃକ୍ତ ଘଟଣାରେ ୨ ଜଣ ବାଘ ଛାଲ ବେପାରୀଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ନିକଟରୁ ୨ଟି କଲରାପତରିଆ ବାଘର ଛାଲ ଓ ୨ଟି ହରିଣ ଛାଲ ମଧ୍ୟ ଜବତ ହୋଇଥିବା ନେଇ ସୂଚନା ମିଳିଛି।
https://onakhabar.com/2020/06/08/kendarapara-news-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking