28.3 C
Bhubaneswar
Sunday, May 18, 2025
Homeଓଡିଶାଏଟିଏମ୍‌‌ରୁ ୧୫ ଲକ୍ଷ ଲୁଟ୍‌‌

ଏଟିଏମ୍‌‌ରୁ ୧୫ ଲକ୍ଷ ଲୁଟ୍‌‌

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏସବିଆଇ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍‌‌ ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ଏସବିଆଇ ଏଟିଏମରୁ ଏହି ଲୁଟ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଲୁଟ୍‌‌ ହୋଇଛି। ଗ୍ୟାସ୍‌‌ କଟରରେ କାଟି ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିରେ ଥିବା ଏଟିଏମ୍‌‌ରୁ ପ୍ରାୟ ୧୫ ଲକ୍ଷ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନ୍‌‌ଭିନ୍‌‌ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking