29.1 C
Bhubaneswar
Sunday, May 19, 2024
Homeଓଡିଶା୧୧ରୁ ମିଶନ ଇନ୍ଦ୍ରଧନୁ ଡ୍ରାଇଭ

୧୧ରୁ ମିଶନ ଇନ୍ଦ୍ରଧନୁ ଡ୍ରାଇଭ

ବ୍ୟୁରୋ : ସେପ୍ଟମ୍ବର ୧୧ରୁ ଆରମ୍ଭ ମିଶନ ଇନ୍ଦ୍ରଧନୁ ଡ୍ରାଇଭ | ୫ବର୍ଷରୁ କମ ଓ ଗର୍ଭବତୀଙ୍କୁ ଟିକାକରଣ ପାଇଁ ସରକାରଙ୍କ ଲକ୍ଷ | ବର୍ତ୍ତମାନ ଏହି ମିଶନରେ ୫ବର୍ଷରୁ କମ ପିଲାଙ୍କୁ ଦିଆଯିବ ଟିକା | ୧ମ ରାଉଣ୍ଡ ୧୧ ରୁ ୧୬ , ୨ୟ ରାଉଣ୍ଡ ଅକ୍ଟୋବର ୯ ରୁ ୧୪ ଯାଏ ଚାଲିବ | ୩ୟ ରାଉଣ୍ଡ ଟିକାକରଣ ନଭେମ୍ବର ୬ ରୁ ୧୧ ଯାଏ ଚାଲିବ | ସପ୍ତାହକୁ ୬ ଦିନ ଦିଆଯିବ, ଯେଉଁ ଡୋଜ ବାକିଥିଲେ ବି ଦେଇହେବ |

ରାଜନୀତିରେ ପ୍ରବେଶ କରିବେ କି ଅଭିନେତ୍ରୀ ସାମନ୍ଥା?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking