27.8 C
Bhubaneswar
Tuesday, July 9, 2024
Homeଦେଶ ବିଦେଶ୧୧ ଟିଡିପି ବିଧାୟକ ନିଲମ୍ବିତ

୧୧ ଟିଡିପି ବିଧାୟକ ନିଲମ୍ବିତ

ହାଇଦ୍ରାବାଦ: ଆନ୍ଧ୍ର ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ବାଚସ୍ପତି ସୋମବାର ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ୧୧ ଜଣ ବିଧାୟକଙ୍କୁ ଦିନକ ପାଇଁ ନିଲମ୍ବନ କରିଛନ୍ତି । ଜାତୀୟ ରାଜପଥ, ରାଜ୍ୟର ବିଭିନ୍ନ ସଡକ ଏବଂ ସର୍ବସାଧାରଣ ସ୍ଥାନରେ ରାଜନୈତିକ ଶୋଭାଯାତ୍ରା କିମ୍ବା ର‌୍ୟାଲି ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଥିବାରୁ ଟିଡିପି ବିଧାୟକମାନେ ଗୃହରେ ଏହାର ପ୍ରତିବାଦ କରିଥିଲେ । ଏପରିକି ଶାସକ ୱାଇଏସ୍‌ଆର କଂଗ୍ରେସ ବିଧାୟକଙ୍କ ସହ ସେମାନଙ୍କର ହାତାହାତି ମଧ୍ୟ ହୋଇଥିଲା । ଟିଡିପି ବିଧାୟକମାନେ ଆଣିଥିବା କେତେକ ପ୍ଲାକାର୍ଡକୁ ବାଚସ୍ପତିଙ୍କ ମୁହଁ ସାମନାରେ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking