29.1 C
Bhubaneswar
Thursday, May 22, 2025
Homeଓଡିଶାଖୋଲିଲା ହୀରାକୁଦର ଆଉ ୧୦ଟି ଗେଟ

ଖୋଲିଲା ହୀରାକୁଦର ଆଉ ୧୦ଟି ଗେଟ

ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦ ଜଲଭଣ୍ଡାର ଆଉ ୧୦ ଟି ଗେଟ । ଗତକାଲି ୬ଟି ଗେଟ ଖୋଲିଥିଲା । ମୋଟ ୧୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏ ନେଇ ସୂଚନା ଦେଲେ ହୀରାକୁଦ ଜଲଭଣ୍ଡାର ମୁଖ୍ୟଯନ୍ତ୍ରୀ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଲଭଣ୍ଡାରର ଇନଫ୍ଲ ବଢ଼ୁଥିବାରୁ ଗେଟ ଖୋଲିବା ନେଇ ନିଷ୍ପତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking