ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଜିଲ୍ଲା ପରିଷଦ ଆସନରେ ଭୋଟ ଅନାବଶ୍ୟକ ରହିଛି । ଜଣେ ପ୍ରାର୍ଥୀ ରହିଥିବାରୁ ନିଦ୍ୱର୍ନ୍ଦରେ ନିର୍ବାଚିତ ଘୋଷଣା ହେଲେ । ସେହିପରି ୧୨୬ ସରଂପଚ ବି ନିଦ୍ୱର୍ନ୍ଦରେ ନିର୍ବାଚିତ ଘୋଷିତ ହୋଇଛନ୍ତି । ୩୨୬ ସମିତି ସଭ୍ୟ, ୩୬୫୨୩ ୱାର୍ଡ ମେମ୍ବର ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ନିଦ୍ୱର୍ନ୍ଦରେ ନିର୍ବାଚିତ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ସୂଚନା ମିଳିଛି ।