28.1 C
Bhubaneswar
Friday, March 29, 2024
Homeଓଡିଶା୧ ଜିଲ୍ଲା ପରିଷଦ, ୧୨୬ ସରପଞ୍ଚ ନିଦ୍ୱର୍ନ୍ଦ

୧ ଜିଲ୍ଲା ପରିଷଦ, ୧୨୬ ସରପଞ୍ଚ ନିଦ୍ୱର୍ନ୍ଦ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଜିଲ୍ଲା ପରିଷଦ ଆସନରେ ଭୋଟ ଅନାବଶ୍ୟକ ରହିଛି । ଜଣେ ପ୍ରାର୍ଥୀ ରହିଥିବାରୁ ନିଦ୍ୱର୍ନ୍ଦରେ ନିର୍ବାଚିତ ଘୋଷଣା ହେଲେ । ସେହିପରି ୧୨୬ ସରଂପଚ ବି ନିଦ୍ୱର୍ନ୍ଦରେ ନିର୍ବାଚିତ ଘୋଷିତ ହୋଇଛନ୍ତି । ୩୨୬ ସମିତି ସଭ୍ୟ, ୩୬୫୨୩ ୱାର୍ଡ ମେମ୍ବର ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ନିଦ୍ୱର୍ନ୍ଦରେ ନିର୍ବାଚିତ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking