ଭୁବନେଶ୍ୱର: ଗୃହ ଅଚଳ ନେଇ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରତିକ୍ରିୟା । ବିଜେପି ଗୃହ ଚଳାଇ ଦେଉନି, ଅତି ଦୁର୍ଭାଗ୍ୟଜନକ କଥା । ଗୃହ ପରିଚାଳରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ଏବଂ ଗୃହ ଚାଲିବା ନେନଇ ମଧ୍ୟ ଆଶା କରାଯାଉଛି ।