28.1 C
Bhubaneswar
Tuesday, April 28, 2026
Homeଓଡିଶାବିଜେଡ଼ି ନେତ୍ରୀଙ୍କ ଘରେ ବନବିଭାଗର ଚଢ଼ଉ

ବିଜେଡ଼ି ନେତ୍ରୀଙ୍କ ଘରେ ବନବିଭାଗର ଚଢ଼ଉ

ବଲାଙ୍ଗୀର: ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଗୁଡ଼ଭେଳା ବ୍ଲକ୍ ବିଜେଡି ନେତ୍ରୀ ତଥା ପୂର୍ବ ସରପଞ୍ଚ ପ୍ରଭାସିନୀ ପଧାନଙ୍କ ଘରେ ଦେଓଗାଁ ବନ ବିଭାଗ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ସାଗୁଆନ କାଠପଟାକୁ ଜବତ କରିଛି।  ବନବିଭାଗର ଚଢ଼ଉ ଦେଖି ନାରୀନେତ୍ରୀଙ୍କ କଲେଜ ଅଧ୍ୟକ୍ଷ ସ୍ୱାମୀ ଫେରାର ହୋଇଛନ୍ତି। ତେବେ ବନ ବିଭାଗ କାଠପଟାକୁ ଜବତ କରିଥିଲେ ବି କାହାରିକୁ ଏପର‌୍ୟ୍ୟନ୍ତ ଗିରଫ କରି  ନ ଥିବା ଜଣାପଡିଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking