27.1 C
Bhubaneswar
Friday, October 18, 2024
Homeଓଡିଶାନଖରେ ଧଳା ଦାଗ ଦେଖାଗଲେ କଣ ହୁଏ ଆସନ୍ତୁ ଜାଣିବା

ନଖରେ ଧଳା ଦାଗ ଦେଖାଗଲେ କଣ ହୁଏ ଆସନ୍ତୁ ଜାଣିବା

ଭୁବନେଶ୍ୱର: ନଖରେ ଦେଖାଯାଉଥିବା ଧଳା ଦାଗ ଅନେକ ସମୟରେ ଜୀବନରେ ପରିବର୍ତ୍ତନ ଆଣିଥାଏ। ହସ୍ତରେଖା ଶାସ୍ତ୍ର ଅନୁସାରେ, ନଖର ଆକାରଠୁ ଆରମ୍ଭ କରି ଏଥିରେ ଦେଖାଯାଉଥିବା ଧଳା ଦାଗ ଜୀବନରେ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ।

  • ହସ୍ତରେଖା ଶାସ୍ତ୍ର ଅନୁସାରେ, ଯେଉଁମାନଙ୍କ ନଖର ଆକାର ଚଉଡ଼ା ସେମାନେ ଶାରୀରିକ ରୂପେ ଶକ୍ତିଶାଳୀ।
  • କନିଷ୍ଠିକା ଅଙ୍ଗୁଳିରେ ନଖରେ ଧଳା ଦାଗ ଶୁଭ ଫଳ ପ୍ରଦାନ କରେ। ଏହାସହ କାର୍ଯ୍ୟରେ ଶୀଘ୍ର ସଫଳତା ମିଳିଥାଏ।
  • ମଧ୍ୟମା ଅଙ୍ଗୁଳି ନଖର ଧଳା ଦାଗ କଲ୍ୟାଣକାରୀ। ଏମାନଙ୍କ ଜୀବନରେ ଧନ ଆଗମନର ଏହା ସୂଚନା ଦିଏ।
  • ସେହିପରି ତର୍ଜନୀ ନଖରେ ଧଳା ଦାଗ ଥିବା ବ୍ୟକ୍ତିବିଶେଷ ବ୍ୟବସାୟରେ ଉନ୍ନତି କରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking