27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସୁକ୍‌‌ମାରେ ଆଇଇଡି ବିସ୍ଫୋରଣ ; ୨ ଯବାନ ଗୁରୁତର

ସୁକ୍‌‌ମାରେ ଆଇଇଡି ବିସ୍ଫୋରଣ ; ୨ ଯବାନ ଗୁରୁତର

ଛତିଶଗଡ : ଛତିଶଗଡ ସୁକ୍‌‌ମାରେ ସୋମବାର ଆଇଇଡି ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣ ଯବାନ ଗୁରୁତର ହୋଇଛନ୍ତି। ସିଆରପିଏଫ ଓ କୋବ୍ରା ବାଟାଲିଅନକୁ ମାଓବାଦୀ ଟାର୍ଗେଟ କରିଛନ୍ତି। ସାଲାଟଙ୍ଗ ନିକଟରେ ମାଓବାଦୀ ବିସ୍ଫୋରଣ କରିଛନ୍ତି। ଗୁରୁତର ୨ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରିବାକୁ ଉଦ୍ୟମ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking