32.1 C
Bhubaneswar
Sunday, May 26, 2024
Homeଓଡିଶାସମୁଦ୍ରକୂଳରୁ ମୃତଦେହ ଉଦ୍ଧାର

ସମୁଦ୍ରକୂଳରୁ ମୃତଦେହ ଉଦ୍ଧାର

କୋଣାର୍କ: ଅସ୍ତରଙ୍ଗ ସମୁଦ୍ରକୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଅସ୍ତରଙ୍ଗର ଗୁଣ୍ଡଳବା ସମୁଦ୍ରକୂଳରେ ପଡ଼ିଥିଲା। ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ମୃତଦେହରେ କ୍ଷତ ଚିହ୍ନ ରହିଛି। ମୃତକ ଅସ୍ତରଙ୍ଗର ଆଇଁଷିଣିଆ ବୋଲି କୁହାଯାଉଛି। ସେ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିଲେ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking