24.1 C
Bhubaneswar
Friday, February 23, 2024
Homeଓଡିଶାର‌୍ୟାଗିଂ ଅଭିଯୋଗରେ ୧୨ ଡାକ୍ତରୀ ଛାତ୍ର ନିଲମ୍ବିତ

ର‌୍ୟାଗିଂ ଅଭିଯୋଗରେ ୧୨ ଡାକ୍ତରୀ ଛାତ୍ର ନିଲମ୍ବିତ

ସିମଳା: ଜୁନିୟର ଛାତ୍ରଙ୍କୁ ର‌୍ୟାଗିଂ କରିଥିବା ଅଭିଯୋଗରେ ହିମାଚଳ ପ୍ରଦେଶର କାଙ୍ଗ୍ରା ସହରରେ ଥିବା ଡଃ ରାଜେନ୍ଦ୍ର ପ୍ରସାସ ସରକାରୀ ମେଡିକାଲ କଲେଜର ୧୨ ଜଣ ସିନିୟର ଡାକ୍ତରୀ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି । କଲେଜରୁ ୩ ମାସ ଏବଂ ହଷ୍ଟେଲରୁ ୬ ମାସ ପାଇଁ ଏମାନଙ୍କୁ ବହିଷ୍କାର କରାଯାଇଛି । ଏହାବ୍ୟତୀତ ର‌୍ୟାଗିଂ ସମ୍ପର୍କିତ ସୂଚନା ଲୁଚାଇଥିବାରୁ ୨ ଜଣ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ଚେତାବନୀ ମଧ୍ୟ ଦିଆଯାଇଛି । ନିଲମ୍ବିତ ଛାତ୍ରଙ୍କ ମଧ୍ୟରୁ ୬ ଜଣଙ୍କ ବିରୋଧରେ ପ୍ରତ୍ୟେକ ୫୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking