29.1 C
Bhubaneswar
Saturday, July 27, 2024
Homeଅପରାଧଛାତ୍ରଙ୍କ ଉପରେ ପରିସ୍ରା ପରେ ମାଡ଼, ୪ ଗିରଫ

ଛାତ୍ରଙ୍କ ଉପରେ ପରିସ୍ରା ପରେ ମାଡ଼, ୪ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିରଟ୍ ସହରରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ଉପରେ ପରିସ୍ରା କରିବା, ତାଙ୍କୁ ନିସ୍ତୁକ ମାଡ ମାରିବା ଏବଂ ଏହି ଘଟଣାର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଛାତ୍ର ଜଣକ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇ ଘରକୁ ଫେରୁଥିବାବେଳେ ଏହି ଚାରିଜଣ ମଦୁଆଙ୍କ ହାବୁଡରେ ପଡିଥିଲେ । ସେମାନେ ବିନା କାରଣରେ ଛାତ୍ରଙ୍କୁ ମାଡ ମାରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ତାଙ୍କ ଉପରେ ପରିସ୍ରା କରିଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୀଡିତଙ୍କ ଦୁଇଜଣ ବନ୍ଧୁ ସାମିଲ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking