28.1 C
Bhubaneswar
Sunday, September 8, 2024
Homeଓଡିଶାବ୍ଲାକମେଲ୍ କରି ୟୁଟ୍ୟୁବର୍ ଗିରଫ

ବ୍ଲାକମେଲ୍ କରି ୟୁଟ୍ୟୁବର୍ ଗିରଫ

ଭୁବନେଶ୍ୱର : ମହିଳାଙ୍କୁ ବ୍ଲାକମେଲ୍ ଅଭିଯୋଗରେ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରାଯାଇଛି । ଏହି ୟୁଟ୍ୟୁବରଙ୍କ  ନାମ ଚନ୍ଦନ କର ବୋଲି ଜଣା ପଡିଛି । ମହିଳା ଥାନା ପୋଲିସ ତାଙ୍କୁ ଗିତଫ କରିଛି ବୋଲି ସୂଚନା ମିଳିଛି । ଅନ୍ତରଙ୍ଗ ଭିଡିଓ ତାଙ୍କ ସ୍ୱାମୀଙ୍କୁ ଦେଖାଇବେ କହି ବ୍ଲାକମେଲ୍ କରୁଥିଲେ ।

ଆଖୁରସ ପିଉ ପିଉ ୬୦ ହଜାର ଲୁଟିନେଲେ ଲୁଟେରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking