27.1 C
Bhubaneswar
Saturday, October 19, 2024
Homeଅପରାଧଝାରସୁଗୁଡାରେ ଗୁଳିମାଡ଼ : ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ଯୁବକ ଆହତ

ଝାରସୁଗୁଡାରେ ଗୁଳିମାଡ଼ : ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ଯୁବକ ଆହତ

ଝାରସୁଗୁଡା : ଝାରସୁଗୁଡ଼ାରେ ଯୁବକଙ୍କୁ ଗୁଳିମାଡ଼ । କୋଲାବିରା ଥାନା ଖଡ଼ିଆପଡ଼ାରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଗୁଳିରେ ଯୁବକ ଆହତ ହୋଇଛନ୍ତି । ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ସେପଟେ ନିଲମ୍ବିତ ପୋଲିସ କର୍ମଚାରୀ ଫେରାର ଥିବା ଜଣାପଡିଛି ।

କୂଅରୁ ଅର୍ଦ୍ଧଦଗ୍ଧ ମହିଳାଙ୍କ ଶରୀର ଉଦ୍ଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking