ଭୁବନେଶ୍ୱର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ସହ ଭାରତ ଯୋଜନାର ମିଳିତ ଏମଓୟୁ ହେବ । ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସାଢେ ୩ କୋଟି ଲୋକଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ । କାଶ୍ମୀର ରୁ କନ୍ୟାକୁମାରୀ ଯାଏଁ ୨୭ ହଜାର ହସ୍ପିଟାଲ ର ସ୍ୱାସ୍ଥ୍ୟ ସୁବିଧା ।