27.1 C
Bhubaneswar
Thursday, December 26, 2024
Homeଓଡିଶାଭୁଲ୍ ଇଞ୍ଜେକସନରୁ ଯୁବତୀଙ୍କ ମୃତ୍ୟୁ

ଭୁଲ୍ ଇଞ୍ଜେକସନରୁ ଯୁବତୀଙ୍କ ମୃତ୍ୟୁ

ଟିଟଲାଗଡ: ନୂଆବର୍ଷ ଆରମ୍ଭରୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେହିପରି ଆଉ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି ଯେ ଭୁଲ୍ ଇଞ୍ଜେକସନ ଯୋଗୁଁ ଯୁବତୀଙ୍କ ମୃତ୍ୟୁ ହୋଇଥିବାର ସୂଚନା । ଏଥିପାଇଁ ଟିଟଲାଗଡ ମେଡିକାଲରେ ପରିବାର ଲୋକଙ୍କର ଜୋରଦାର ହୋ ହଲ୍ଲା ଦେଖିବାକୁ ମିଳିଛି । ଯୁବତୀ ଜଣଭ୍‌କୁ ଦୁର୍ବଳ ଲାଗିବାରୁ ସେ ହସ୍ପିଟାଲକୁ ଆସିଥିଲେ ଏବଂ ଡାକ୍ତର ତାଙ୍କୁ ଇଞ୍ଜେକସନ ଦେଇଥିଲେ । ଇଞ୍ଜେକସନ୍ ନେବାର କିଛି ସମୟ ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

 ଜଗୁଆଳିକୁ ହାତୁଡିରେ ପିଟି ହତ୍ୟା !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking