34 C
Bhubaneswar
Sunday, July 12, 2026
Homeଓଡିଶାଦେହରେ ପେଟ୍ରୋଲ ଢାଳି ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ

ଦେହରେ ପେଟ୍ରୋଲ ଢାଳି ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁରରେ ଦେହରେ ପେଟ୍ରୋଲ ଢାଳି ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଚାଞ୍ଚଲ୍ୟକର ମୋଡ଼ । ଚରମ ପଦକ୍ଷେପ ପୂର୍ବରୁ ନିଜ ବାପାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ଯୁବତୀ । କହିଥିଲେ ବାପା ନିଜେ ଖରାପ ସଂପର୍କ ରଖି ତାଙ୍କୁ ୩ ମାସର ଗର୍ଭବତୀ କରିଥିଲେ । ପଇସା ଲାଳସାରେ ଅନ୍ୟମାନଙ୍କ ସହ ଖରାପ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ।ବ୍ରହ୍ମପୁରରୁ ଆସିଛି ଅଭାବନୀୟ ଘଟଣା। ଜଣେ ଯୁବତୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚିକିତ୍ସା ନିମନ୍ତେ ଆହତ ଯୁବତୀଙ୍କୁ ପରିବାର ପକ୍ଷରୁ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ପ୍ରାୟ ୬୦ ଭାଗ ଅଂଶ ପୋଡ଼ିଯାଇଥିବା ଜଣାପଡ଼ିଛି। ତେବେ ଭିଡିଓ ସାମ୍ନାରେ ଆସିବା ପରେ ଏହା ହିଁ ଆତ୍ମାହୁତି ଉଦ୍ୟମର ମୂଳ କାରଣ ବୋଲି ଚର୍ଚ୍ଚା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking