30.1 C
Bhubaneswar
Wednesday, May 28, 2025
Homeଅପରାଧପ୍ରେମ ପାଇଁ ଝୁଲି ପଡିଲେ ଯୁବକ

ପ୍ରେମ ପାଇଁ ଝୁଲି ପଡିଲେ ଯୁବକ

ଭୁବନେଶ୍ୱର: ପ୍ରେମ ନେଲା ଜୀବନ । ପ୍ରେମ ପାଇଁ ଜୀବନ ହାରିଲେ ଯୁବକ । ଏଭଳି ଏକ ଦୁଃଖଦ ଖବର ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱରରୁ ସାମ୍ନାକୁ ଆସିଛି ।  ଭୁବନେଶ୍ବର ମେଞ୍ଚଶ୍ବର ଥାନା ଅନ୍ତର୍ଗତ ଜିଜିପି କଲୋନୀରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ।  ଆତ୍ମହତ୍ୟା ପୂର୍ବରୁ ଶେଷକଲ ଓ ମେସେଜକୁ ନେଇ ପୁଲିସ ଛାନଭିନ କରୁଛି। ମୃତ ଯୁବକ ଜଣଙ୍କ ନାଁ ସଚିତ୍ର ବାରିକ ହୋଇଥିବା ବେଳେ ତାଙ୍କ ଘର ବାଲିପାଟଣା ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking