31.1 C
Bhubaneswar
Sunday, June 15, 2025
Homeଓଡିଶାସାପ କାମୁଡ଼ାରେ ଯୁବକ ମୃତ

ସାପ କାମୁଡ଼ାରେ ଯୁବକ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବଡଖମଣ ଗାଁରେ ଘଟିଛି ଅଭାବନୀୟ ଘଟଣା । ବିଷାକ୍ତ ସାପ ଦଂଶନରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ତେବେ ରାତିରେ ଶୋଇଥିବା ସମୟରେ ଯୁବକଙ୍କୁ ସାପ କାମୁଡିଥିବା ଜଣାପଡିଛି । ଏବଂ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ଯାହା ଫଳରେ ଯୁବକ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ଚିକିତ୍ସା କୁ ଅପେକ୍ଷା କରି ଆଖି ବୁଜିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking