26.1 C
Bhubaneswar
Thursday, September 19, 2024
Homeଓଡିଶାକେବଳ ହୋର୍ଡିଂରେ ମହିଳା ବିକାଶ ଓ ସଶକ୍ତୀକରଣ ସୀମିତ: ସୋନାଲି ସାହୁ

କେବଳ ହୋର୍ଡିଂରେ ମହିଳା ବିକାଶ ଓ ସଶକ୍ତୀକରଣ ସୀମିତ: ସୋନାଲି ସାହୁ

ଭୁବନେଶ୍ୱର: ଏନ୍‌ସିଆରବି ରିପୋର୍ଟକୁ ନେଇ ପ୍ରେସମିଟ୍‌ରେ ବିଜେପି ମୁଖପାତ୍ର ସୋନାଲି ସାହୁଙ୍କ ସମାଲୋନା । ୨୦୨୨ରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢିଛି । ପ୍ରତ୍ୟେକ ଦିନ ୧୨ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ୨୪ ବର୍ଷ ହେଲା ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଛି । କେବଳ ହୋର୍ଡିଂରେ ମହିଳା ବିକାଶ ଓ ସଶକ୍ତୀକରଣ ସୀମିତ । ତ୍ୱରିତ ନ୍ୟାୟ ଓ କାର୍ଯ୍ୟାନୁଷ୍ଠାନରେ ବିଫଳ ଯୋଗୁଁ ମାମଲା ବଢୁଛି ।

ଏସିପି ସ୍ତରରେ ଅଦଳବଦଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking