ଭୁବନେଶ୍ୱର: ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା । ୧୩.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ଅଂଚଳ ରହିଥିବା ସୂଚନା ମିଳିଛି । ଫୁଲବାଣୀ, କୋରାପୁଟ ଓ ଦାରିଙ୍ଗବାଡି ତାପମାତ୍ରା ୧୪ ଡିଗ୍ରୀ । କିରେଇ ୧୪.୪ ଓ ସିମିଳିଗୁଡା ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ।