ଭୁବନେଶ୍ୱର : ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗିବ ୱାଇଫାଇ । ସବୁ କୁଳସଚିବଙ୍କୁ ଚିଠି ଲେଖି ଜଣାଇଲେ ଉଚ୍ଚ ଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା ୱାଇଫାଇ । ଅଧିକାଂଶ ପାଠ୍ୟକ୍ରମ ଅନଲାଇନରେ ଥିବାରୁ ମାଗଣା ୱାଇଫାଇ ମିଳିବ । କେତେ ଖର୍ଚ୍ଚ ହେବ ଏଷ୍ଟିମେସନ ଦେବାକୁ କୁଳସଚିବଙ୍କୁ ନିଦେ୍ର୍ଦଶ ।