27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଭାରତରେ କାହିଁକି ବନ୍ଦ ହେଲା ଟଟ୍ୱିର ଅଫିସ, ଜାଣନ୍ତୁ .....

ଭାରତରେ କାହିଁକି ବନ୍ଦ ହେଲା ଟଟ୍ୱିର ଅଫିସ, ଜାଣନ୍ତୁ …..

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେଲା ଟଟ୍ୱିର ଅଫିସ । କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନୂଆ ସିଇଓ ଏଲନ ମସ୍କ । ଭାରତରେ ଟୁଇଟରର ତିନି ଅଫିସ ମଧ୍ୟରୁ ଦୁଇଟିକୁ ବନ୍ଦ କରିଦିଆଯାଇଛି । ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ଅଫିସକୁ ବନ୍ଦ କରାଯାଇଥିବା ବେଳେ କେବଳ ବେଙ୍ଗାଳୁରୁରେ ଥିବା କାର୍ଯ୍ୟାଳୟ ସଞ୍ଚାଳନ ଜାରି ରହିଛି । ଗତବର୍ଷ ଟୁଇଟର ଭାରତରେ ୯୦ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଥିଲା । ଏଲନ ମସ୍କ ଟୁଇଟରକୁ କିଣିବା ପରେ କମ୍ପାନୀ ପରିଚାଳନାରେ ଅନେକ ପରିବର୍ତ୍ତନ କରାଯାଇଛି ।

ମାଲବାହୀ ଟ୍ରେନ ଲାଇନଚ୍ୟୁତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking