35.1 C
Bhubaneswar
Monday, June 17, 2024
Homeଓଡିଶାରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି ତାତିର ତାପମାତ୍ରା

ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି ତାତିର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି ତାତି ତାପମାତ୍ରା । ୪ରୁ ୫ଡିଗ୍ରୀ ଉପରେ ରହୁଛି ପାରଦ । ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ପାରା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସ୍ଵହଭାବିକଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଆକଳନ କରାଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ ମାଲକାନଗିରି, ନୟାଗଡ଼, ବଲାଙ୍ଗୀର, ଅନୁଗୁଳ, ଚାନ୍ଦବାଲି, ନବରଙ୍ଗପୁର, ଭବାନୀପାଟଣା ଆଦି ସହର ଏବେ ହଟସ୍ପଟରେ ରହିଛି ।

ଭାରତରେ କାହିଁକି ବନ୍ଦ ହେଲା ଟଟ୍ୱିର ଅଫିସ, ଜାଣନ୍ତୁ …..

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking