ନୂଆଦିଲ୍ଲୀ : ଚଳିତ ବର୍ଷ ମକର ସଂକ୍ରାନ୍ତି ପର୍ବ ୧୪ ଜାନୁୟାରୀରେ ପାଳନ କରାଯିବ। ମକର ସଂକ୍ରାନ୍ତ ଦିନ ହିଁ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି। ଏହି ଦିନଠାରୁ ଋତିରେ ପରିବର୍ତ୍ତନ ହେବାକୁ ଲାଗିଥାଏ। ଭାରତର ବିଭିନ୍ନ ସ୍ଥାନରେ ଏହି ଉତ୍ସବକୁ ସ୍ଥାନୀୟ ମାନ୍ୟତା ଅନୁସାରେ ଧୁମ୍ଧାମରେ ପାଳନ କରାଯାଇଥାଏ।
ଚଳିତ ବର୍ଷ ମକର ସଂକ୍ରାନ୍ତି ପର୍ବ ୧୪ ଜାନୁୟାରୀରେ ପାଳନ କରାଯିବ। ମକର ସଂକ୍ରାନ୍ତ ଦିନ ହିଁ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି। ଏହି ଦିନଠାରୁ ଋତିରେ ପରିବର୍ତ୍ତନ ହେବାକୁ ଲାଗିଥାଏ। ଭାରତର ବିଭିନ୍ନ ସ୍ଥାନରେ ଏହି ଉତ୍ସବକୁ ସ୍ଥାନୀୟ ମାନ୍ୟତା ଅନୁସାରେ ଧୁମ୍ଧାମରେ ପାଳନ କରାଯାଇଥାଏ।