30.1 C
Bhubaneswar
Saturday, May 4, 2024
Homeଓଡିଶାସୌମ୍ୟ ବାବୁ କାହାର?

ସୌମ୍ୟ ବାବୁ କାହାର?

ଭୁବନେଶ୍ୱର: ସୌମ୍ୟବାବୁ କାହାର କିଛି ଦିନ ଭିତରେ ଜଣାପଡିବ ବୋଲି ବିରୋଧିଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରତିକ୍ରିୟା ଦେଇଛନ୍ତି । ବିଜେଡି ସୌମ୍ୟଙ୍କ ମୁହଁରେ କୁହାଉଛି,ଯେ ସେ ସାଙ୍ଗରେ ଅଛନ୍ତି । କିନ୍ତୁ ବାସ୍ତବରେ ସୌମ୍ୟ ବାବୁ ତାଙ୍କ ସାଙ୍ଗରେ ନାହାନ୍ତି ବୋଲି କହିଛନ୍ତି ମୋହନ ମାଝୀ । ଆଉ କିଛି ଦିନ ଭିତରେ ଜଣାପଡିବ ସୌମ୍ୟବାବୁ ବାସ୍ତବରେ କାହାର?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking