34.1 C
Bhubaneswar
Saturday, June 7, 2025
Homeଓଡିଶାଶ୍ରଦ୍ଧା କିଏ: ବସନ୍ତ ପଣ୍ଡା

ଶ୍ରଦ୍ଧା କିଏ: ବସନ୍ତ ପଣ୍ଡା

ଭୁବନେଶ୍ୱର: ଶ୍ରଦ୍ଧା କିଏ ବୋଲି ପଚାରିଲେ ବିଜେପି ସାଂସଦ ବସନ୍ତ ପଣ୍ଡା । ପ୍ରେସମିଟ୍‌ରେ ଶ୍ରଦ୍ଧାର ପରିଚୟ ମାଗିଲେ ବସନ୍ତ ପଣ୍ଡା । ଶ୍ରଦ୍ଧା କିଏ, ମୁଖ୍ୟମନ୍ତ୍ରୀଙ୍କ ସହ କେମିତି ଗଲେ ବୋଲି ପଚାରିଲେ ବସନ୍ତ ପଣ୍ଡା । କିଏ ସେହି ଶ୍ରଦ୍ଧା, ଭାଟିକାନ ସିଟିକୁ କାହିଁକି ନେଇଥିଲେ । ତାଙ୍କୁ ସାଥିରେ ନେବାର ଉଦ୍ଦେଶ୍ୟ କଣ? କେମିତି ତାଙ୍କ ସହ ପରିଚୟ ହେଲା? ତାଙ୍କର ଦୈଦନ୍ଦିନ କାମ କଣ ଥିଲା , ତାଙ୍କୁ ଟିକେଟ କିଏ ଦେଲା? ଶ୍ରଦ୍ଧା କଥା ଲୋକଲୋଚନକୁ ଆଣନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରୁ ଓହରନ୍ତୁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ବସନ୍ତ ପଣ୍ଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking