33.1 C
Bhubaneswar
Sunday, June 8, 2025
Homeଓଡିଶାଯେଉଁଠି ଖେଳାଳି, ସେଇଠି ହେବ ଷ୍ଟାଡିୟମ୍: ତୁଷାରକାନ୍ତି ବେହେରା

ଯେଉଁଠି ଖେଳାଳି, ସେଇଠି ହେବ ଷ୍ଟାଡିୟମ୍: ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଯେଉଁଠି ଖେଳାଳି, ସେଇଠି ହେବ ଷ୍ଟାଡିୟମ୍ । ଅଧିକ ହକି ଖେଳାଳି ବାହାରୁଥିବା ସ୍ଥାନରେ ନିର୍ମାଣ ହେବ ଷ୍ଟାଡିୟମ୍ । ଯେଉଁ ସ୍ଥାନର ଖେଳାଳି ମାନେ ଦେଶ ଓ ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି ସେହି ସ୍ଥାନରେ ହକି ଷ୍ଟାଡିୟମ୍ ନିର୍ମାଣ ପାଇଁ ଯୋଜନା ରହିଛି । ବିଧାନସଭା ପ୍ରଶ୍ନକାଳରେ ଏଭଳି ଉତ୍ତର ରଖିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହାସହିତ ରାଜ୍ୟରେ ୩୫ଟି ଆଷ୍ଟ୍ରୋ ଟର୍ଫ ଅଛିି । ସେଥିମଧ୍ୟରୁ ସୁନ୍ଦରଗଡ଼ରେ ୧୮ଟି ରହିଛି । ରାଜ୍ୟରେ ୮୯ଟି ମଲ୍ଟି ପରପୋଜ ଇଣ୍ଡୋର ଷ୍ଟାଡିୟମ୍ ମଧ୍ୟରୁ ୨୨ଟି ଷ୍ଟାଡ଼ିୟମ୍ କାମ ଶେଷ ହୋଇଥିବା ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking