ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣ।। ଦୁର୍ଗାପୁର ହସ୍ପିଟାଲରେ ପୀଡିତାଙ୍କୁ ଭୋଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସି ଭି ଆନନ୍ଦ ବୋସ୍। ପୀଡିତା ଓ ତାଙ୍କ ପରିବାର ସହ ଆଲୋଚନା କରି ସ୍ୱାସ୍ଥ୍ୟାବସ୍ଥା ବୁଝିଲୋ ରାଜ୍ୟପାଳ ପହଞ୍ଚିବା ସମୟରେ ହସ୍ପିଟାଲରେ ଠେଲାପେଲା ପରିସ୍ଥିତି ଥିଲା। ଦିଲ୍ଲୀରୁ ଫେରି ଦୁର୍ଗାପୁର ଯାଇ ପୀଡିତାଙ୍କୁ ମିଶିଲେ।








