31.1 C
Bhubaneswar
Sunday, June 15, 2025
Homeଓଡିଶାମଧ୍ୟରାତ୍ରିରେ ହତ୍ୟା କରିବାକୁ ଯାଇଥିଲେ, ଗିରଫ ହେଲେ ୭ ଅଭିଯୁକ୍ତ, ମାରଣାସ୍ତ୍ର ଜବତ

ମଧ୍ୟରାତ୍ରିରେ ହତ୍ୟା କରିବାକୁ ଯାଇଥିଲେ, ଗିରଫ ହେଲେ ୭ ଅଭିଯୁକ୍ତ, ମାରଣାସ୍ତ୍ର ଜବତ

ପୁରୀ: ଗତ ବୁଧବାର ବିଳମ୍ବିତ ରାତିରେ ଚନ୍ଦନପୁର ଥାନା ଗଂଗାନାରାୟଣପୁର ଅଧିନ ଜେନାସାହିରେ ଚରଣ ଜେନାଙ୍କୁ ହତ୍ୟା ପାଇଁ ଯୋଜନା କରିଥିବା ୫ ଅଭିଯୁକ୍ତ ଓ ଅନ୍ୟ ଏକ ବୋମାମାଡ଼ ଘଟଣାରେ ପୁରୀ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ତିନି ଜଣଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁବାଷ ପ୍ରଧାନ (୩୫), ରାଜୁଆ ଓରଫ ରାଜେଶ ମହାପାତ୍ର (୨୬), ମନୋଜ ପଣ୍ଡା (୧୯), କଇନା ଓରଫ କୈଳାଶ ନାୟକ (୨୮) ଓ ବୁରୁଣ୍ଡି ଓରଫ ପ୍ରମୋଦ ବସ୍ତିଆ (୩୬)। ବୋମାମାଡ଼ ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ସେଠୀ (୨୬) ଓ ଶଙ୍କର ମଲ୍ଲିକ (୪୧)। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ମାରଣାସ୍ତ୍ର ଜବତ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking