31.1 C
Bhubaneswar
Sunday, May 19, 2024
Homeଓଡିଶାରାଜ୍ୟରେ ଆଜି ୮ ସହରରେ ୪୦ ଡ଼ିଗ୍ରୀ ପାର୍‌

ରାଜ୍ୟରେ ଆଜି ୮ ସହରରେ ୪୦ ଡ଼ିଗ୍ରୀ ପାର୍‌

ଭୁବନେଶ୍ୱର: ୨୪ ଘଣ୍ଟା ପରେ ରାଜ୍ୟରେ ପୁଣି ବଢ଼ିଲା ତାତି । ଆଜି ୮ ସହରରେ ୪୦ ଡ଼ିଗ୍ରୀ ଛୁଇଁଛି ପାରଦ । ଝାରସୁଗୁଡା ଏବଂ ବାରିପଦାରେ ତାପମାତ୍ରା ସର୍ବାଧିକ ୪୦.୪ଡ଼ିଗ୍ରୀ ଥିବାବେଳେ ବଲାଙ୍ଗୀରରେ ୪୦.୩ଡ଼ିଗ୍ରୀ ସହ ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟିଲାଗଡରେ ତାତି ୪୦ଡ଼ିଗ୍ରୀ ଛୁଇଁଛି । ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକରେ ୩୯.୪ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ରେକର୍ଡ ହୋଇଥିବା ତାପମାତ୍ରା ମୁତାବକ ଚାନ୍ଦବାଲିରେ ୩୯.୬ଡ଼ିଗ୍ରୀ ସେଲ୍ସିୟସ, ଭୁବନେଶ୍ୱରରେ ୩୯.୪ପ୍ସସେଲ୍ସିୟସ, ଝାରସୁଗୁଡାରେ ୪୦.୪ ଡିଗ୍ରୀ ସେଲ୍ସିୟସ, ବାଲେଶ୍ୱରରେ ୩୮.୫ଡ଼ିଗ୍ରୀ, ସମ୍ବଲପୁରରେ ୩୮.୮, ହୀରାକୁଦରେ ୩୮.୬, କେନ୍ଦୁଝରରେ ୩୮, ରାଉରକେଲାରେ ୩୮.୩, ପୁରୀରେ ୩୩.୫ଡ଼ିଗ୍ରୀ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking