29.4 C
Bhubaneswar
Saturday, August 8, 2026
Homeଓଡିଶାଚାଷୀଙ୍କ ଅସୁବିଧା ଦୂର କରିବୁ : ମନମୋହନ

ଚାଷୀଙ୍କ ଅସୁବିଧା ଦୂର କରିବୁ : ମନମୋହନ

ଭୁବନେଶ୍ୱର : ବିରୋଧୀଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ, ଅଭିଯୋଗ କରିଲେ ହେବନି, ଗଠନମୂଳକ ପ୍ରସ୍ତାବ ଦିଅନ୍ତୁ ବିରୋଧୀ । ଯଦି ଚାଷୀ ହିତରେ ଥିବେ ଆମେ ଗ୍ରହଣ କରିବୁ । ପଞ୍ଜିକରଣରେ ଯଦି ଜଟିଳ ସମସ୍ୟା ରହିଛି ତେବେ ସରଳ କରାଯିବ । ବିଜେପି ସରକାରରେ ୨ ଥର ଲେଖାଏଁ ରବି ଓ ଖରିଫ ଧାନ ସଂଗ୍ରହ ସରିଛି । ଚାଷୀ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଲେଖାଏଁ ସହାୟତା ପାଉଛି । ଗତ ସରକାର ୫୦ ଟଙ୍କା ସହାୟତା ଦେଇପାରିନଥିଲେ । ଚାଷୀର ଯାହା ଅସୁବିଧା ଓ ସମସ୍ୟା ରହିଛି ସରକାର ଦୂର କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking