33.1 C
Bhubaneswar
Sunday, May 12, 2024
Homeବ୍ରେକୀଙ୍ଗରବିବାର ବନ୍ଦ ରହିବ ଦର୍ଶନ

ରବିବାର ବନ୍ଦ ରହିବ ଦର୍ଶନ

ପୂରୀ : ଆସନ୍ତା ୨୧ରୁ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଦର୍ଶନ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଘୋଷଣା କରାଯାଇଛି । କିନ୍ତୁ ରବିବାର ଦିନ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତି ନିଆଯାଇଛି । ସେଦିନ ମନ୍ଦିର ସାନିଟାଇଜ୍‌ଡ଼ କରାଯିବ ।

ଶ୍ରୀମନ୍ଦିର ଦର୍ଶନ ପାଇଁ ୨୧ରୁ ଆଉ ଆବଶ୍ୟକ ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking