31.1 C
Bhubaneswar
Saturday, June 15, 2024
Homeବ୍ରେକୀଙ୍ଗସକାଳ ୯ରୁ ଅପରାହ୍ନ ୫ଟା ଯାଏ ଟିକା

ସକାଳ ୯ରୁ ଅପରାହ୍ନ ୫ଟା ଯାଏ ଟିକା

ଭୁବନେଶ୍ୱର,(ଓଏନଏ): ଟିକାକରଣ ନେଇ ଏସସିବି ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ୧୬୦ଟି କେନ୍ଦ୍ରରେ ଟିକା ଦିଆଯିବା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି । ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ଶହେ ଜଣଙ୍କୁ ଟିକା ଦିଆଯିବ । ଦୈନିକ ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ ଟିକା ଦିଆଯାଇପାରିବ । ଯାହାକୁ ଯେଉଁଦିନ ଡକାଯାଇଥିବ, ସେ ସେହିଦିନ ହିଁ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ଦିନ ଟିକା ନେବାକୁ ନଆସିଲେ ସିଡିଏମଓଙ୍କ ସହ ଯୋଗାଯୋଗ କରିବେ । ପ୍ରଥମ ଡୋଜ ନେବାର କିଛି ଦିନ ପରେ ପଜିଟିଭ ଆସିଲେ, ୨ୟ ଡୋଜ ନେବେନି । ୨୮ ଦିନ ପରେ ୨ୟ ଡୋଜ୍ ନନେଇ ସୁସ୍ଥ ହେବାଯାଏ ଅପେକ୍ଷା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking