ଭୁବନେଶ୍ୱର: କିଶୋରଙ୍କୁ ଟିକା ନେଇ ଜନ୍ମବର୍ଷ ସଂଶୟ ଦୂର କରିଛି କେନ୍ଦ୍ର । ଏନେଇ ରାଜ୍ୟମାନଙ୍କୁ ଏନଏଚଏମ ମିଶନ ନିର୍ଦ୍ଦେଶକ ବିକାଶ ସିଲ ଚିଠି କରିଛନ୍ତି । ୨୦୦୭ରେ ଜନ୍ମ ହୋଇଥିବା ପିଲାମାନେ ଟିକା ନେଇପାରିବେ । ୨୦୦୫, ୨୦୦୬ ଏବଂ ୨୦୦୭ରେ ଜନ୍ମିତ ପିଲାଙ୍କୁ ଟିକା ମିଳିବ । ଯାହାଙ୍କୁ ୧୫ ହୋଇଯାଇଛି ବା ୧.୧.୨୦୨୩ ସୁଦ୍ଧା ୧୫ ହେବ ଟିକା ନେବେ ।