29.1 C
Bhubaneswar
Thursday, April 25, 2024
Homeକରୋନା୨୦୦୭ରେ ଜନ୍ମିତଙ୍କୁ ମିଳିବ ଟିକା

୨୦୦୭ରେ ଜନ୍ମିତଙ୍କୁ ମିଳିବ ଟିକା

ଭୁବନେଶ୍ୱର: କିଶୋରଙ୍କୁ ଟିକା ନେଇ ଜନ୍ମବର୍ଷ ସଂଶୟ ଦୂର କରିଛି କେନ୍ଦ୍ର । ଏନେଇ ରାଜ୍ୟମାନଙ୍କୁ ଏନଏଚଏମ ମିଶନ ନିର୍ଦ୍ଦେଶକ ବିକାଶ ସିଲ ଚିଠି କରିଛନ୍ତି । ୨୦୦୭ରେ ଜନ୍ମ ହୋଇଥିବା ପିଲାମାନେ ଟିକା ନେଇପାରିବେ । ୨୦୦୫, ୨୦୦୬ ଏବଂ ୨୦୦୭ରେ ଜନ୍ମିତ ପିଲାଙ୍କୁ ଟିକା ମିଳିବ । ଯାହାଙ୍କୁ ୧୫ ହୋଇଯାଇଛି ବା ୧.୧.୨୦୨୩ ସୁଦ୍ଧା ୧୫ ହେବ ଟିକା ନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking