29.1 C
Bhubaneswar
Saturday, May 4, 2024
Homeଓଡିଶାଦୁଇ ଏସ୍‌ପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ଅନୁମତି

ଦୁଇ ଏସ୍‌ପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ଅନୁମତି

ଭୁବନେଶ୍ୱର : ଦୁଇ ଏସ୍‌ପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ନେଇ ଇସିଆଇଙ୍କ ଅନୁମତି । ବ୍ରିଜେସ କୁମାର ରାୟ ହେଲେ ରାଊରକେଲା ଏସ୍‌ପି । ଡ. ଉମାକାନ୍ତ ଦାସ ହେଲେ ଅନୁଗୋଳ ଏସ୍‌ପି । କଟକର ନୂଆ ଡିସିପି ହେଲେ ଆର୍‌. ପ୍ରକାଶ । ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କଲେ ଇସିଆଇ ।

ନିଖିଲ ପବନ କଲ୍ୟାଣ ହେଲେ ଯାଜପୁର ଜିଲ୍ଲାପାଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking