30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଜଣ ଗିରଫ

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଜଣ ଗିରଫ

ନୟାଗଡ: ଗତକାଲି ବିଜେପି ରାଲିରେ କାର୍ଯ୍ୟରତ ସାମ୍ବାଦିକ ଆକ୍ରମଣ ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି l ପରି ହତ୍ୟାକାଣ୍ଡ ଘଟଣାକୁ ନେଇ ସମସ୍ତ ଗଣମାଧ୍ୟମ ନିଜ ଶୈଳୀରେ ଖବର ପ୍ରସାରଣ କରି ଆସୁଥିଲେ l ଏନେଇ କିଛି ନିଦ୍ଧିଷ୍ଟ ଗଣ ମାଧ୍ୟମ ଉପରେ ଗତକାଲି ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି l ଏନେଇ ସାମ୍ବାଦିକଙ୍କ ପକ୍ଷରୁ ସଦରଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ପୋଲିସ ପକ୍ଷରୁ ଆଜି ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି l ଗତକାଲି ସାମ୍ବାଦିକ ଆକ୍ରମଣରେ ବୋଲଗଡ଼-ବେଗୁନିଆ ବିଧାୟକ ବିଜେପି ଆସାହି ପ୍ରାଥୀ ଯତୀନ ମହାନ୍ତି ପ୍ରଥମେ ସାମ୍ବାଦିକ ଙ୍କୁ ଆକ୍ରମଣ କରିଥିଲେ l ପରେ ସଦର ଥାନା ଅନ୍ତଗତ ଦୀପକ ଦଳବେହେରା ଓ ଟାଉନ ଥାନା ଅନ୍ତର୍ଗତ ଅନିଲ ରାଉତ କୁ ଗିରଫ କରିଛି ସଦରଥାନା ପୋଲିସ l ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯିବ କହିଛନ୍ତି ନୟାଗଡ ଅତିରିକ୍ତ SP ଉମାକାନ୍ତ ମଲ୍ଲିକ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking