25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶବାରାହା ଫାସରେ ପଡି ଦୁଇ ନାବାଳକଙ୍କ ମୃତ୍ୟୁ

ବାରାହା ଫାସରେ ପଡି ଦୁଇ ନାବାଳକଙ୍କ ମୃତ୍ୟୁ

ଉଲୁଣ୍ଡା: ଉଲୁଣ୍ଡା ଥାନା ଅନ୍ତର୍ଗତ ହାତିଲିମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ନିକଟରେ ବାରହା ଫାସରେ ପଡି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇ ଯାଇଛି । ନିଜ ବିଲ ନିକଟସ୍ଥ ଜଙ୍ଗଲକୁ ଛେଳି ଖୋଜିବାକୁ ଯାଇ ବିଦ୍ୟୁତ ସଂଯୁକ୍ତ ହୋଇଥିବା ବାରହା ଫାଶରେ ପଡି ଯାଇଥିଲେ ।

ବାପା ଗୁରୁତର ହୋଇ ଉଲୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁ ହୋଇଥିବା ନାବାଳକ ଦ୍ବୟ ହେଲେ ନବୀନ ଡୁଙ୍ଗଡୁଙ୍ଗ ପୁଅ ଜିତ ଡୁଙ୍ଗଡୁଙ୍ଗ(୧୪) ଏବଂ ଜିତଙ୍କ ସଂପର୍କୀୟ ଭାଇ ରମେଶ ବୋଡ(୧୪) । ଉଲୁଣ୍ଡା ଡାକ୍ତରଖାନାରେ ନବୀନ ଡୁଙ୍ଗଡୁଙ୍ଗଙ୍କ ଚିକିତ୍ସା ଜାରି ରହିଛି । ତେବେ ଉଲୁଣ୍ଡା ପୁଲିସ୍ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking