24.1 C
Bhubaneswar
Wednesday, April 16, 2025
Homeଅପରାଧଗାତରେ ପଡ଼ି ଦୁଇ ଶିଶୁ କନ୍ୟା ମୃତ

ଗାତରେ ପଡ଼ି ଦୁଇ ଶିଶୁ କନ୍ୟା ମୃତ

ଚିତ୍ରକୋଣ୍ଡା : ରାସ୍ତା କାମ ପାଇଁ ଖୋଳା ଯାଇଥିବା ଗାତରେ ଖସି ପଡ଼ି ଦୁଇଟି ଶିଶୁ କନ୍ୟା ମୃତ। ଏଭଳି ଅଭାନୀୟ ଘଟଣା ଘଟିଛି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଢେପ ସାହିରେ। ସୁଭଦ୍ରା କମାର(୪ବର୍ଷ) ଏବଂ ସୁମୀ ଜାନମ(୩ ବର୍ଷ) ଏହି ଦୁହେଁ ଖେଳୁଥିବା ସମୟରେ ଗାତରେ ଖସି ପଡିଥିବା ଆଶଙ୍କା କରାଯାଉଛି। ଗାତରେ ପାଣି ଭରି ରହିଥିବାରୁ ଏଭଳି ଘଟଣା ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking