28.3 C
Bhubaneswar
Monday, May 19, 2025
Homeଓଡିଶାହାତୀ ବ୍ୟାରେଜ୍ ନିକଟରେ ଦୁଇ ବାଇକ ମୁହାମୁଁହି ଧକ୍କା, ୨ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ

ହାତୀ ବ୍ୟାରେଜ୍ ନିକଟରେ ଦୁଇ ବାଇକ ମୁହାମୁଁହି ଧକ୍କା, ୨ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ

ଧର୍ମଗଡ଼ : ଜୟପାଟଣା ଥାନା ହାତୀ ବ୍ୟାରେଜ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁ୍ଘଟଣା। ଦୁଇ ବାଇକ ମୁହା ମୁଁହି ଧକ୍କା ହୋଇଛି। ଦୁର୍ଘଟଣା ପରେ ଦୁଇ ବାଇକ୍ ଆରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ହାତୀ ବ୍ୟାରେଜ୍ ନିକଟରେ ଦୁଇ ବାଇକ୍ ମୁହାମୁଁହି ଧକ୍କା ହୋଇଛି l ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ଜଣ ହେଲେ କୁଣ୍ଡାଗାଁର ଆକାଶ ଘି ଏବଂ ଘେନୁଗୁଡ଼ାର ଦୁର୍ଗନ ନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking